ଓଡ଼ିଶା

ବିଲରୁ ବଣୁଆ ହାତୀର ମୃତଦେହ ଉଦ୍ଧାର

ବରଗଡ଼() ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅଲେଖପୁର ଗ୍ରାମର କ୍ଷେତ ବିଲରୁ ବଣୁଆ ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ। ଡ୍ରେବିରଗଡ଼ ଅଭୟାରଣ୍ୟ ଜଙ୍ଗଲରୁ ଗତ ରାତି ଖାଇବା ପାଇଁ ଅଲେଖପୁର ଗାଁକୁ ଚାଲିଆସିଥିଲା। କିନ୍ତୁ ବିଲରେ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏନେଇ ଘଟଣା ସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com