ଜାତୀୟ

ରାସ୍ତାରେ ଯାଉଯାଉ ଦୁଇଖଣ୍ଡ ହୋଇଗଲା ଟ୍ରକ: ଆଇଏଫଏସ୍ ଅଧିକାରୀ ଦେଖି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଅନେକ ଥର ଇଣ୍ଟରନେଟରେ ବହୁତ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଥାଏ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହି ଭିଡିଓକୁ ଦେଖି ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ପ୍ରାୟତଃ ଲୋକମାନେ ଟ୍ରକ୍ ଏବଂ ଯାନବାହାନକୁ ଓଭରଲୋଡ କରି ନେଉଥିବା ଦେଖିବାକୁ ମିଳିଥାଏ। ଏହି ଓଭରଲୋଡ ହେତୁ ଅନେକ ସମୟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ବି ହୋଇଥାଏ। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ହେତୁ ଚାଳକଙ୍କ ମୃତ୍ୟୁ ବି ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓ ବି ଏକ ଗାଡ଼ି ଓଭରଲୋଡିଂର ରହିଛି। ଓଭରଲୋଡିଂ କରି ଯାଉଥିବା ଏକ ଟ୍ରକ ରାସ୍ତାରେ ହଠାତ ଦୁଇଖଣ୍ଡ ହୋଇଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com