ଓଡ଼ିଶା

ପୁରୀରେ ASI ଡିଜି ଭି.ବିଦ୍ୟାବତୀ, ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନ୍‌ର କଲେ ସମୀକ୍ଷା

ପୁରୀ() ପୁରୀରେ ଏଏସଆଇ (ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ)ର ଡାଇରେକ୍ଟର ଜେନେରାଲ ଭି ବିଦ୍ୟାବତୀ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ । ଏହାସହ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର କରୁଛନ୍ତି ସମୀକ୍ଷା ।

ଏଏସଆଇର ମୋହର ବାଜିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଏସଆଇ ଡିଜିଙ୍କ ସହ ଜିଲ୍ଲାପାଳ, ଏସପି, ଓବିସିସିର ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପ କାର୍ଯ୍ୟ ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡର ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com