ଓଡ଼ିଶା

ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ବନ୍ଦ ରହିବ +୩ ପରୀକ୍ଷା

ଭୁବନେଶ୍ୱର() ପୌର ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୨୨ରୁ ୨୪ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ +୩ ପରୀକ୍ଷା । ଏନେଇ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ବିଶ୍ୱ ବିଦ୍ୟାଳୟରେ ହେବାକୁ  ଥିବା ପରୀକ୍ଷା ମଧ୍ୟ ବନ୍ଦ ରହିବ। ରାଜ୍ୟ ନିର୍ବାଚନ କମିଶନରଙ୍କ ଚିଠି ପରେ ଏହି  ନିର୍ଦ୍ଦେଶ ନାମା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com