ଓଡ଼ିଶା

ଦଶପଲ୍ଲାରେ ଭୂକମ୍ପ, ସହର ଓ ଆଖପାଖ ଅଞ୍ଚଳରେ ଲାଗିଲା ଝଟ୍‌କା

ନୟାଗଡ() ନୟାଗଡ଼ ଦଶପଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ସହର ଓ ଆଖପାଖ ଅଞ୍ଚଳରେ ଲାଗିଛି ଭୂକମ୍ପର ଝଟ୍‌କା । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଭୂକମ୍ପର ଝଟକା ପରେ ଲୋକେ ଭୟଭୀତ ହୋଇପଡିଛି । ଏମିତିକି ଲୋକେ ଘରୁ ବାହାରକୁ ବାହିର ପଳାଇଆସିଥିଲେ । ଏବେ କ୍ଷୟକ୍ଷତିର ଆକଳନ ଚାଲିଛି । ଏହି ଭୂକମ୍ପର ତୀବ୍ରତା କେତେ ଥିଲା ତାହା ବି ଏବେ ସୁଦ୍ଧା ଜଣାପଡିନି ।

Related Articles

Back to top button
WP Twitter Auto Publish Powered By : XYZScripts.com