ଓଡ଼ିଶା

ମାନସ ସ୍ୱାଇଁ ହତ୍ୟା ମାମଲା, ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ପାଇଁ ଅନୁମତି ଦେଲା ଚାନ୍ଦବାଲି ଜେଏମଏଫସି କୋର୍ଟ

ଭଦ୍ରକ() ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ବିଚାରଧିନ ଅଭିଯୁକ୍ତଙ୍କର ହେବ ଟିଆଇ ପରେଡ୍ । ଚାନ୍ଦବାଲି ଜେଏମଏଫସି କୋର୍ଟ ପକ୍ଷରୁ ଟିଆଇ ପରେଡ୍ ପାଇଁ ଅନୁମତି ମିଳିଛି । ଗତ ୧୩ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅପିଲ କରାଯାଇଥିଲା ।

ଆସନ୍ତାକାଲି ମାନସଙ୍କୁ ଅପହରଣ କରିଥିବା ଭାଗ୍ୟଧର ନାୟକ ଓ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତଙ୍କୁ ଭଦ୍ରକ ଉପକାରାଗାରରେ ଜେରା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ଆସନ୍ତା ୨୨ରେ ସମସ୍ତ ଅଭିଯୁକ୍ତ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହେବେ ହାଜର ।

Related Articles

Back to top button
WP Twitter Auto Publish Powered By : XYZScripts.com