ଜାତୀୟଭାଇରାଲ୍ ଭିଡିଓ

ସୋସିଆଲ ମିଡିଆ ପ୍ରସିଦ୍ଧି ପାଇଁ ଅସଫଳ ଉଦ୍ୟମ; ଷଣ୍ଡ ସାମ୍ନାରେ ଯୁବତୀଙ୍କ ନାଚିବା ପଡିଲା ମହଙ୍ଗା

() ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଜଣେ ଯୁବତୀଙ୍କ ଅସଫଳ ଉଦ୍ୟମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଧରିଛି । ଏହି ଭିଡିଓରେ ଜଣେ ଯୁବତୀ ରାସ୍ତାରେ ଠିଆ ହୋଇଥିବା ଷଣ୍ଡ ସାମ୍ନାରେ ନୃତ୍ୟ ପରିବେଶଣ କରିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ସେହି ଷଣ୍ଡ କ୍ରୋଧିତ ହୋଇ ଉକ୍ତ ଯୁବତୀକୁ ମାରିବାରୁ ଗୋଡାଉଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Bhutni_ke (@bhutni_ke_memes)

ରାତାରାତି ଦୁନିଆର ଆଖିରେ ଆସି ସଫଳତା ହାସଲ କରୁବାକୁ ଯୁବତୀଙ୍କ ଉଦ୍ୟମ ଫସର ଫାଟି ଥିବାବେଳେ ସେ ଏବେ ଥଟ୍ଟା ପରିହାସର ପାତ୍ର ହୋଇଛନ୍ତି ।   ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ପ୍ରାୟ 10 ହଜାରରୁ ଅଧିକ ଲୋକେ ଦେଖିସାରିଛନ୍ତି । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିବା ସହ ମଜାଳିଆ ପ୍ରତିକ୍ରିୟା ଦେବାରେ ମଧ୍ୟ ଲାଗିପଡିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com