ଜାତୀୟ

ନିଜ ସ୍କୁଲ୍ ଶିକ୍ଷକଙ୍କୁ ଭେଟି ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ଗାନ୍ଧୀନଗର: ନିଜ ସ୍କୁଲ ଶିକ୍ଷକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜୁରାଟ ଭଡନଗର ନବସାରୀ ଠାରେ ଯାଇ ପିଲାବେଳେ ସ୍କୁଲ୍‌ରେ ପାଠ ପଢ଼ାଇଥିବା ଶିକ୍ଷକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଦିନିକିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟରେ ରହି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ‘ଗୁଜୁରାଟ ଗୌରବ ଅଭିଯାନ’ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ କେତେକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହଖୁଦଭେଲ ଓ ଆଦିବାସୀ ଅଧ୍ୟୁଷିତ ନଭସାରୀ ଅଞ୍ଚଳର  ୩,୦୫୦ ଟଙ୍କାର ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଯେଉଁଥିରେ ତାପି, ନଭସାରୀ ଓ ସୁରତ ଜିଲ୍ଲାର ୧୩ ଜଳ ପ୍ରକଳ୍ପ, ମେଡିକାଲ କଲେଜ, ମଧୁବନ ଡ୍ୟାମ୍, ନଳ ସେ ଜଳ ପ୍ରୋଜେକ୍ଟ ଆଦି ପ୍ରକଳ୍ପର ଉଦ୍‌ଘାଟନ କରିବେ ମୋଦୀ।

Related Articles

Back to top button
WP Twitter Auto Publish Powered By : XYZScripts.com