ଜାତୀୟ

ଯାନ୍ତ୍ରିକ ତ୍ରୁଟି ପାଇଁ ଅଧା ବାଟରେ ଅଟକିଲା କେବୁଲ କାର୍, ଫଶି ରହିଛନ୍ତି ପର୍ଯ୍ୟଟକ

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ପରବାଣୁରେ ଅଘଟଣ  । କେବୁଲରେ ଚାଲୁଥିବା କେବୁଲ କାର୍ ଶୂନ୍ଯରେ ଅଟକିଲା । ପ୍ରାୟ ୮ଜଣ ପର୍ଯ୍ଯଟକ ଫସି ରହିଥିବା ସୂଚନା । ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ହୋଇଥିବା କୁହାଯାଉଛି  ।

ଏହି କେବୁଲ କାର୍ ଟିମ୍ବର ଟ୍ରେଲ ଏକ ଘରୋଇ ରିସର୍ଟର ଅଟେ  । ହରିୟାଣା, ପଞ୍ଜାବ ଏବଂ ଚଣ୍ଡିଗଡ଼ ସହ ସମ୍ପୂର୍ଣ୍ଣ ହିମାଚଳ ପ୍ରଦେଶରେ ଏହାର ଲୋକପ୍ରିୟତା ରହିଛି  । କେବୁଲ ମାଧ୍ୟମରେ ଆଉ ଏକ ଟ୍ରଲି ଲଗାଯାଇ ଫସିଥିବା ଲୋକମାନଙ୍କ ପାଖରେ ପହଞ୍ଚିଛି ଉଦ୍ଧାରକାରୀ ଦଳ  । ଖୁବଶୀଘ୍ର ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି କହିଛନ୍ତି ଜିଲ୍ଲା ଅଧିକାରୀ  ।

Related Articles

Back to top button
WP Twitter Auto Publish Powered By : XYZScripts.com