ଓଡ଼ିଶା

ଆଡ଼ିବନ୍ଧ ଯୋଜନାରେ ନିର୍ମାଣ ହେବ ୧୫ ହଜାରରୁ ଅଧିକ ଚେକଡ୍ୟାମ୍: ମନ୍ତ୍ରୀ

ଭୁବନେଶ୍ୱର: ଆଡ଼ିବନ୍ଧ ଯୋଜନାରେ ରାଜ୍ୟରେ ୧୫ ହଜାର ୮୭୬ ଚେକଡ୍ୟାମ୍ ନିର୍ମାଣ ଲାଗି ସରକାର ପ୍ରସ୍ତାଵ ରଖିଛନ୍ତି । ସେଥିମଧ୍ୟରୁ ୩ ବର୍ଷ ମଧ୍ୟରେ ଅର୍ଥାତ ୨୦୨୫ ସୁଦ୍ଧା ୧୨୮୦ ନୂଆ ଚେକଡ୍ୟାମ ନିର୍ମାଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ।

ଏଥିପାଇଁ ୮ ସହ ୧୧ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି । ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସୂଚନା ।

Related Articles

Back to top button
WP Twitter Auto Publish Powered By : XYZScripts.com