ଅନ୍ୟାନ୍ୟ

ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ଉପରେ ଚଢ଼ାଉ ବେଳେ ଆକ୍ରମଣ; ତହସିଲଦାରଙ୍କ ସମେତ ୩ ଆହତ

ବ୍ରହ୍ମପୁର, ୦୮/୦୮/୨୦୨୨- ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁଢ଼ିଘାଟି ଅଞ୍ଚଳରେ ଅବକାରୀ ବିଭାଗର ମିଳିତ ବେଆଇନ ମଦ ଧରପଗଡ଼ ବେଳେ ସ୍ଥାନୀୟ କୋଚିଆ ମଦ ବେପାରୀଙ୍କ ପକ୍ଷରୁ ମିଳିତ ଆକ୍ରମଣ । ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କ ସହ ତିନି କର୍ମଚାରୀଙ୍କୁ ଆକ୍ରମଣକାରୀମାନେ ନିସ୍ତୁକ  ମାଡ଼ ମାରିଛନ୍ତି । ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଆହତ ତହସିଲଦାରଙ୍କ ସହ ୩ ଜଣଙ୍କୁ  ସ୍ଥାନୀୟ ପୋଲିସ ସୂରଙ୍ଗୀ ମେଡ଼ିକାଲରେ ଭର୍ତ୍ତି କରିଛି । ବେଆଇନ ମଦ ଧରପାଗଡ ବେଳେ ମାଜିଷ୍ଟ୍ରେଟଙ୍କୁ ମାଡ଼ ଘଟଣା ଆସନ୍ତା ଦିନର ବିଭାଗୀୟ ପଦକ୍ଷେପକୁ ଗୁରୁତ୍ୱାରୋପ କରୁଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com