ଓଡ଼ିଶା

ଭୁବନେଶ୍ୱର ଏମ୍ସ ଛାତରୁ ଡେଇଁ ରୋଗୀ ମୃତ

ଭୁବନେଶ୍ୱର, ୨୦/୦୮/୨୦୨୨ –  ଭୁବନେଶ୍ୱର ଏମ୍ସ ଛାତରୁ ଡେଇଁ ରୋଗୀ ମୃତ । ମୃତ ରୋଗୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ ।  ହ୍ୱିଲ ଚେୟାରରେ ତାଙ୍କ ସ୍ତ୍ରୀ ବୁଲାଉଥିବା ବେଳେ ସେ ଛାତରୁ ଡେଇଁ ପଡିଥିଲେ । ରୋଗୀ ଜଣକ କାହିଁକି ୫ ମହଲାରୁ ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି । ସେ ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com