ଓଡ଼ିଶାଜାତୀୟରାଜନୀତି

 ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢିଲା

ଭୁବନେଶ୍ୱର, ୨୪/୦୮/୨୦୨୨-  ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।  କେନ୍ଦ୍ର ସରକାର ଏହି ବର୍ଦ୍ଧିତ ସମୟକୁ ଅନୁମୋଦନ କରିଛନ୍ତି । ଚଳିତ ଅଗଷ୍ଟ ୩୧ ତାରିଖରେ ସୁରେଶଙ୍କ କାର୍ଯ୍ୟକାଳ ସରୁଥିଲା । ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ସୁରେଶ ମହାପାତ୍ର ୧୯୮୬ ମସିହାରେ ସର୍ବ ଭାରତୀୟ ସେବାରେ ଯୋଗଦାନ କରି ନୂଆପଡ଼ା ଜିଲ୍ଲାରୁ ନିଜ ଚାକିରୀ ଆରମ୍ଭ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com