ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ନୂଆଖାଇ ପରଦିନ ସ୍ୱତନ୍ତ୍ର ଲୋକାଲ ହଲିଡେ

ଭୁବନେଶ୍ୱର, ୩୦/୦୮/୨୦୨୨-  ନୂଆଖାଇ ପରଦିନ ସ୍ୱତନ୍ତ୍ର ଲୋକାଲ ହଲିଡେ । ଅର୍ଥାତ ସେପ୍ଟେମ୍ବର ୨ ତାରିଖ ଦିନ ଛୁଟି । ଏହି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ସେପ୍ଟେମ୍ବର ୧କୁ ଛୁଟି ଘୋଷଣା କରାଯାଇଥିଲା । ଝାରସୁଗୁଡା, ବଲାଙ୍ଗିର, ସମ୍ବଲପୁର ଓ ବରଗଡ଼ ଏହି ୪ ଜିଲ୍ଲା ପାଇଁ ଛୁଟି ଘୋଷଣା କରାଯାଇଛି । ନୂଆଖାଇକୁ ଅଧିକ ଜାକଜମକରେ ପାଳିବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com