ଅନ୍ୟାନ୍ୟ

ଭୂମିକମ୍ପରେ ଥରିଲା ଲଦାଖ

କାର୍ଗିଲ, ୧୯/୦୯/୨୦୨୨-   ଲଦାଖରେ ଭୂମିକମ୍ପ । ସୋମବାର ସକାଳ ୯.୩୦ ରେ କାର୍ଗିଲରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।  ଭୂମିଠାରୁ ୧୦ କିଲୋମିଟର ତଳେ ଏହାର  କେନ୍ଦ୍ରସ୍ଥଳ ଥିଲା ରହିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଛି । କୌଣସି କ୍ଷୟକ୍ଷତି ହୋଇଥିବାର ଜଣା ପଡିନାହିଁ । ଏହା ପୂର୍ବରୁ ଶନିବାର ଏବଂ ରବିବାର  ୨୪ ଘଣ୍ଟା ମଧ୍ୟରେ ତାଇୱାନରେ ତିନୋଟି ସ୍ଥାନରେ ଭୟଙ୍କର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯାହାଦ୍ୱାରା  ଅନେକ ସ୍ଥାନରେ ରାସ୍ତା ଘାଟ ଫାଟିବା, ପୋଲ ଭୂଶୁଡିବା ସହ ଟ୍ରେନଗୁଡିକ ଟ୍ରାକ ଚ୍ୟୁତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com