ବାଣିଜ୍ୟ

କୋଟିଆରେ ଆଦାନୀ ଗ୍ରୁପ ତିଆରି କରିବ ପମ୍ପ ଚାଳିତ ଜଳ ବିଦ୍ୟୁତ ପ୍ରକଳ୍ପ

କୋଟିଆ, ୨୦/୦୯/୨୦୨୨-   କୋଟିଆରେ ଆଦାନୀ ଗ୍ରୁପ ତିଆରି କରିବ ପମ୍ପ ଚାଳିତ ଜଳ ବିଦ୍ୟୁତ ପ୍ରକଳ୍ପ । ଟାଟା ପାୱାର  ଯୋଗାଇବ ବିଦ୍ୟୁତ । ଏହି ପ୍ରକଳ୍ପରୁ ପାଖାପାଖି ୫ ହଜାର କୋଟି ଟଙ୍କାର ପ୍ରକଳ୍ପରେ ୨୨ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପନ୍ନ ହେବ।

ଓଏଚପିସିର ସାଧାରଣ ପରିଚାଳକ ଲକ୍ଷ୍ମୀଧର ବେହେରା, ଏସଏସପି ରାଓ, ଏସପି ପାଣିଗ୍ରାହୀଙ୍କ ସହ ଅଦାନୀ ଗ୍ରୁପର ଡିଜିଏମ ଆବାସ ଚିଞ୍ଚୋଲିକର ଓ ଟାଟା କନ୍ସଲଟାନ୍ସୀର ଡିଜିଏମ୍ ଏମ. ନବୀନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିବା ପରେ କୋରାପୁଟ ଜିଲ୍ଲାପାଳ ଅବ୍ଦାଲ ଏମ. ଅଖତରଙ୍କୁ ଭେଟିଥିଲେ । ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଏହି କୋଟିଆକୁ ନେଇ ବିବାଦ ଥିବାବେଳେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଥିବାବେଳେ ଆନ୍ଧ୍ର ୧୨ଶହ ମେଗାୱାଟ୍ ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ପରିବେଶ ମଞ୍ଜୁରୀ ପାଇଁ ଆବଦେନ କରିଛି । ଏବେ ଓଡ଼ିଶା ସମାନ ସ୍ଥାନରେ ୨୨ଶହ ମେଗାୱାଟର ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ଯୋଜନା କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com