ଓଡ଼ିଶା

ହୋଟେଲରେ ଅଳିଆ ପୁରାଇଲା ବିଏମସି

ଭୁବନେଶ୍ୱର, ୨୫/୦୯/୨୦୨୨-  ହୋଟେଲରେ ଅଳିଆ ପୁରାଇଲା ବିଏମସି । ଗାଡିକୁ ଅଳିଆ ନଦେଇ ରାସ୍ତା ଉପରେ ଗଦା କରୁଥିଲା ହୋଟେଲ । ଏନେଇ ବିଏମସି କର୍ତ୍ତୃପକ୍ଷ ବାରମ୍ବାର ସତର୍କ କରାଇଥିଲେ । ହେଲେ ଶୁଣିନଥିଲେ ହାଟେଲ ମାଲିକ । ଫଳରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମସି । ଭୁବନେଶ୍ୱର ଷ୍ଟେସନ ବଜାରରେ ଥିବା ହେଟେଲ ଇଡେନରେ ଡ୍ରୋଜର ଲଗାଇ ଅଳିଆ ପୁରାଇବା ସହ ଏହାକୁ ସିଲ କରିଛି । ପରେ ହୋଟେଲ ପକ୍ଷରୁ ଅଳିଆକୁ ସଫା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com