ଜୀବନଶୈଳୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ

ଭୁବନେଶ୍ୱର, ୨୫/୦୯/୨୦୨୨-  ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଗସ୍ତ କରିଛନ୍ତି ।  ଏହି ଗସ୍ତରେ ଧର୍ମେନ୍ଦ୍ର ଉପରୋକ୍ତ ଦୁଇ ଜିଲ୍ଲାରେ ଥିବା ଅନୁଗୋଳ ରେଳ ଷ୍ଟେସନ, ତାଳଚେର ରୋଡ ରେଳ ଷ୍ଟେସନ, ବଳରାମ ରେଳ ଷ୍ଟେସନ, ସୁନାଖଣି ରେଳ ଷ୍ଟେସନ, ବୁଢ଼ାପଙ୍କ ରେଳ ଷ୍ଟେସନ, ମେରାମୁଣ୍ଡଳି ରେଳ ଷ୍ଟେସନ, ସଦାଶିବପୁର ରେଳ ଷ୍ଟେସନ ଏବଂ ହିନ୍ଦୋଳ ରୋଡ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ରେଳ ଅଧିକାରୀ ଓ ଲୋକଙ୍କ ସହ ଆଲୋଚନା କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com