ବାଣିଜ୍ୟ

କମିଲା ପେଟ୍ରୋଲ ଓ ଡିଜେଲ୍ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ?

ଭୁବନେଶ୍ୱର, ୦୧/୧୧/୨୦୨୨-   କମିଲା ତୈଳଦର । ପେଟ୍ରୋଲ ଓ ଡିଜେଲ୍ ପିଛା ୪୦ ପଇସା ହ୍ରାସ ପାଇବ । ମଙ୍ଗଳବାର ସକାଳ ୬ଟାରୁ ଲାଗୁ ହେଲା ନୂଆ ଦର । ଦେଶର ବିଭିନ୍ନ ସ୍ଥାନରେ ଏବେବି ପେଟ୍ରୋଲ୍ ଲିଟର ପିଛା ଦର ଶହେ ଟଙ୍କା ଉପରେ ରହିଥିବା ବେଳେ ଡିଜେଲ ଲିଟର ପିଛା ୯୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ୍ ଦର ୯୪.୭୬ ପଇସା ରହିଛି । ୨୦୨୨ ମେ ୩୧ରେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା କମିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com