Featuredଓଡ଼ିଶାଜାତୀୟସ୍ୱାସ୍ଥ୍ୟ

ହଟିଲା ଡାକ୍ତରଙ୍କ ଦ୍ୱୈତ କ୍ଷମତା , ଗୋଟିଏ ଦାୟିତ୍ୱରେ ରହିବେ ମେଡିକାଲ କଲେଜର ପ୍ରଫେସର

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଫେସରମାନେ ଏକାଧିକ ପଦବୀରେ ରହି କ୍ଷମତା ଉପଭୋଗ କରିପାରିବେ ନାହିଁ । ପୂର୍ବରୁ ଦୀର୍ଘବର୍ଷ ଧରି ଜଣେ ପ୍ରଫେସର ବିଭାଗୀୟ ମୁଖ୍ୟ ସହିତ ମେଡିକାଲର ଅଧ୍ୟକ୍ଷ ପଦରେ ରହିଆସୁଥିଲେ । ଜଣଙ୍କ ହାତରେ ଦୁଇଟି ଦାୟିତ୍ୱ ନ୍ୟସ୍ତ ରହିବା ଫଳରେ ପ୍ରଶାସନିକ ଓ ରୋଗୀ ସେବା ବାଧାପ୍ରାପ୍ତ ହେଉଥିଲା । ତେବେ ଏଣିକି ବିଭାଗୀୟ ମୁଖ୍ୟ କିମ୍ବା ପ୍ରଫେସର ଥିବା ଜଣେ ଡାକ୍ତର ଆଉ ଦୁଇଟି ପଦବୀରେ ରହିପାରିବେ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com