କ୍ରୀଡ଼ା

ଭାରତ-ନ୍ୟୁଜିଲ୍ୟାଣ୍ଡ ODI : ବର୍ଷା ଯୋଗୁଁ ୨ୟ ମ୍ୟାଚ ବାତିଲ

ଭୁବନେଶ୍ୱର, ୨୭/୧୧/୨୦୨୨-   ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ହାମିଲଟନରେ ଖେଳାଯାଇଥିଲା । ବର୍ଷା ଯୋଗୁଁ ଦୁଇ ଦଳ ମଧ୍ୟରେ ହୋଇଥିବା ଏହି ମ୍ୟାଚକୁ ବାତିଲ କରି ଦିଆଯାଇଛି । ଏହି ମ୍ୟାଚରେ କେବଳ ୧୨.୫ ଓଭର ଖେଳ ସମ୍ଭବ ହୋଇଥିଲା । ପ୍ରଥମ ମ୍ୟାଚ୍ ହାରିଯିବା ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସିରିଜରେ ୦-୧ ପଛରେ ରହିଛି । ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୭ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com