ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟସ୍ୱାସ୍ଥ୍ୟ

ଶ୍ରୀ ମନ୍ଦିରରେ ପାଳନ ହେଉଛି ଓଢ଼ଣୀ ଷଷ୍ଠୀ ନୀତି

ପୁରୀ, ୨୯/୧୧/୨୦୨୨-  ମାର୍ଗଶୀର ଶୁକ୍ଳ ଷଷ୍ଠୀରେ ମଙ୍ଗଳବାର ଶ୍ରୀ ମନ୍ଦିରରେ ପାଳନ ହେଉଛି ଓଢ଼ଣୀ ଷଷ୍ଠୀ ନୀତି । ଏହା ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି ଆରମ୍ଭ ହୋଇ ସାରିଛି । ସକାଳ ଧୂପ ପରେ ସିଂହାସନରେ ଶ୍ରୀଜିଉଙ୍କ ପାଗ ଓ ଘୋଡ଼ ଲାଗି ପରେ ଅଳଙ୍କାର ଲାଗି କରାଯିବ । ନୀତି ଅନୁସାରେ, ଶୀତ ଆରମ୍ଭରୁ ମହାପ୍ରଭୁଙ୍କ ଏହି ପରମ୍ପରା ଚାଲିଥାଏ । ସେବାୟତମାନେ ୩ ଠାକୁରଙ୍କୁ ଶୀତ ବସ୍ତ୍ର ପିନ୍ଧାଇଥାନ୍ତି । ଏହାପରେ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପ୍ରଦକ୍ଷିଣ କରା ଯାଇଥାଏ । ବଡଦେଉଳ ପ୍ରଦକ୍ଷିଣ ପରେ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ବିଜେ କରାଯାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com