ସ୍ୱାସ୍ଥ୍ୟ

 ଚୀନରେ ଅଣାୟତ୍ତ ହେଉଛି କୋଭିଡ୍ ସ୍ଥିତି

ଭୁବନେଶ୍ୱର, ୨୯/୧୧/୨୦୨୨-   ଚୀନରେ ଅଣାୟତ୍ତ ହେଉଛି କୋଭିଡ୍ ସ୍ଥିତି । ଏଥିପାଇଁ ଚୀନ୍ ସରକାର ବଢୁଥିବା କରୋନାକୁ ରୋକିବା ପାଇଁ ଲକଡାଉନ୍, ସଟଡାଉନ୍ ଭଳି ପଦକ୍ଷେପ ନେଉଛନ୍ତି । କିନ୍ତୁ କୋଭିଡ୍ ନିୟମ ମାନିବାକୁ ଆଉ ରାଜି ହେଉ ନାହାନ୍ତି ସାଧାରଣ ଲୋକେ । ସରକାରଙ୍କ ବିରୋଧରେ ପ୍ରଥମଥର ପାଇଁ ଚୀନରେ ଲୋକେ ଏକାଠି ହୋଇଛନ୍ତି । ‘ଜିରୋ କୋଭିଡ୍ ପଲିସି’କୁ ବିରୋଧ କରି ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଚାରିଆଡେ ଜିନପିଙ୍ଗ୍ ବିରୋଧୀ ନାରା ଶୁଭୁଛି । ପୋଲିସ ସହ ଆନ୍ଦୋଳନକାରୀ ମଧ୍ୟ ଧସ୍ତାଧସ୍ତି ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com