ଓଡ଼ିଶା

ପୁଣି ନିୟନ୍ତ୍ରଣ ବାହାରକୁ ଗଲା ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ: ଆଜି ପୁଣି ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ତାପମାତ୍ରା କମିବା ମାତ୍ରେ ରାଜଧାନୀରେ ବାୟୂର ଗୁଣାବତ୍ତା ବିଗୁଡୁଛି । ଆଜି ଦିଲ୍ଲୀ-ଏନସିଆର ପଦୂଷଣସ୍ତର ଅତି ଖରାପ ସ୍ତରରେ ପହଞ୍ଚିଛି । ଅଧିକାଂଶ ସ୍ଥାନରେ AQI ୪୦୦ ପାର୍ କରିଛି । କେନ୍ଦ୍ରୀୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ  ମୁତାବକ ଅଧିକାଂଶ ସ୍ଥାନରେ ବାୟୁର ଗୁଣାବତ୍ତା ପାଖାପାଖି ୪ଶହ ଛୁଇଁଛି । ଆଗାମୀ ଦିନରେ ରାଜଧାନୀରେ କୁହୁଡି ମଧ୍ୟ ବଢ଼ିପାରେ ବୋଲି ଆଲର୍ଟ କରିଛି ସିପିସିବି ।

Related Articles

Back to top button
WP Twitter Auto Publish Powered By : XYZScripts.com