ଅନ୍ୟାନ୍ୟ

ଆଫଗାନିସ୍ତାନରେ ଆତଙ୍କୀ ଆକ୍ରମଣ :୧୫ ମୃତ, ୨୭ ଆହତ

ଭୁବନେଶ୍ୱର, ୩୦/୧୧/୨୦୨୨-   ବୁଧବାର ଆଫଗାନିସ୍ତାନର ସାମଙ୍ଗାନର ଏକ ଧାର୍ମିକ ବିଦ୍ୟାଳୟରେ ବିସ୍ଫୋରଣ ଘଟି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାମଙ୍ଗାନର ଆଇବାକ୍ ସହରର ଜାହଦିଆ ମଦ୍ରାସାରେ ଏହି ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଆହତ ହୋଇଥିବା ୨୭ ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଅପରାହ୍ନରେ ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ କିମ୍ବା ସଂଗଠନ ଏହି ବିସ୍ଫୋରଣ ପାଇଁ ଦାୟୀ କରିନାହାଁନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com