ଅନ୍ୟାନ୍ୟ

କୋର୍ଟ ପରିସରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର, ୦୨/୧୨/୨୦୨୨-   ବ୍ରହ୍ମପୁର SDJM କୋର୍ଟ ପରିସରେ ନିଜ ଦେହରେ କିରୋସିନ ଢାଳି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ସମୟରେ ସେଠାରେ ମୃତୟନ ଥିବା ପୁଲିସ ସେହି ମହିଳାଙ୍କୁ କାବୁ କରି ତାଙ୍କ ହାତରୁ କିରୋସିନ ବୋତଲ ଛଡ଼ାଇ ନେଇଥିଲେ । ଉଦ୍ଧାର ହୋଇଥିବା ମହିଳାଙ୍କୁ ବୈଦ୍ୟନାଥପୁର ଥାନାରେ ରଖାଯାଇଛି । ମହିଳା ଜଣଙ୍କ ବ୍ରହ୍ମପୁର ରେଗିଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ସେ କେଉଁ କାରଣରୁ କୋର୍ଟକୁ  ଆସିଥିଲେ ଏବଂ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଜଣା ପଡ଼ିନାହିଁ । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com