ଐତିହ୍ୟ ଓ ସଂସ୍କୃତି

ବିଶ୍ଵ ଶୁଣିବ ପ୍ରେମାନନ୍ଦଙ୍କ ଗୀତ

ଭୁବନେଶ୍ୱର, ୨୯/୧୨/୨୦୨୨-   ସାରା ବିଶ୍ଵ ଶୁଣିବ ଓଡ଼ିଆ ପୁଅର ଗୀତ । ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ଵକପ ପାଇଁ ଗୀତ ରଚନା ଏବଂ ସ୍ୱର ସଂଯୋଜନା କରିଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଗୀତଟିକୁ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ ଗାଇଛନ୍ତି । ମୁମ୍ବାଇରେ ଗୀତଟିର ରେକର୍ଡିଙ୍ଗ ସହିତ ଭିଡିଓ ସୁଟିଂ ହୋଇଛି । ଆସନ୍ତା ୧୧ ତାରିଖରେ କଟକରେ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ଏଥିରେ ଏହାକୁ ଗାନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com