ଅନ୍ୟାନ୍ୟ

ପାକିସ୍ତାନ ଉପରେ ତାଲିବାନର ଆକ୍ରମଣ

ଭୁବନେଶ୍ୱର, ୦୪/୦୧/୨୦୨୩-    ପାକିସ୍ତାନ ଉପରେ ତାଲିବାନର ଆକ୍ରମଣ । ପାକିସ୍ତାନ ଉପରେ ଟିଟିପି ତାର ଲଗାତାର ଆତଙ୍କୀ ହାମଲା କରୁଥିବାକୁ ପାକିସ୍ତାନର ଗୃହମନ୍ତ୍ରୀ ସାମ୍ନାକୁ ଆସି ଚେତାବନୀ ଦେଇଛନ୍ତି । ପାକିସ୍ତାନ ଏବେ ଟିଟିପି ଅର୍ଥାତ୍ ଆଫଗାନିସ୍ତାନ-ପାକିସ୍ତାନ ସୀମା ଉପେର ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନର ବାସସ୍ଥାନ ଉପରେ ମିଲିଟାରୀ ଅପରେଶନ କରିପାରିବ ।

ତାଲିବାନର ଇସଲାମିକ ଗୋଷ୍ଠୀ ପାକିସ୍ତାନକୁ ଚେତାବନୀ ଦେଇ କହିଛି ଯେ, ସେମାନେ ଏବେ ନିଜ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାପାଇଁ ପ୍ରସ୍ତୁତ ଅଛନ୍ତି । ତାଲିବାନର ପ୍ରତିରକ୍ଷା ମନ୍ତ୍ରାଳୟ ପାକିସ୍ତାନ ମନ୍ତବ୍ୟକୁ ଉତ୍ତେଜନାମୂଳକ ଏବଂ ଭିତ୍ତିହୀନ ବୋଲି କହିଛି । କୌଣସି ପ୍ରସଙ୍ଗ ଏବଂ ସମସ୍ୟାକୁ ପରସ୍ପର ମଧ୍ୟରେ କାଥାବାର୍ତ୍ତା ହୋଇ ସମଧାନ କରାଯାଇପାରିବ ବୋଲି ତାଲିବାନ ମନ୍ତ୍ରାଳୟ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com