ଅନ୍ୟାନ୍ୟ

STF କବଜାରେ ବ୍ରାଉନ ସୁଗାର ବେପାରୀ

ଭୁବନେଶ୍ୱର, ୦୯/୦୧/୨୦୨୩ –   କ୍ରାଇମବ୍ରାଞ୍ଚ STF କବଜାରେ ବ୍ରାଉନ ସୁଗାର ବେପାରୀ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧କେଜି ୧୯୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡ଼ିଛି । ନୟାଗଡ଼ ଫରେହଗଡ଼ ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରୀ ରଖିଛି । ଏହା ବ୍ୟତୀତ ୨ ଦିନ ତଳେ ଜଗତସିଂହପୁର ଜିଲ୍ଲାରୁ ଜଣେ ବେପାରୀଙ୍କୁ ଗିରଫ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com