ଜୀବନଶୈଳୀ

ଜ୍ୱାଇଁଙ୍କ ପାଇଁ ଶାଶୁ ରାନ୍ଧିଲେ ୧୭୩ ପ୍ରକାର ବ୍ୟଞ୍ଚନ

    ଭୁବନେଶ୍ୱର, ୧୭/୦୧/୨୦୨୩ –   ଜ୍ୱାଇଁ ଶ୍ୱଶୁର ଘରକୁ ଆସିଲେ ବିଭିନ୍ନ ପ୍ରକାର ଚର୍ଚ୍ଚା କରାଯାଏ । ଆଉ ଜ୍ୱାଇଁଙ୍କୁ ବିଶେଷ ସମ୍ମାନ ଦିଆ ଯାଇଥାଏ । ଆମ ଭାରତରେ ଏହା ଏକ ପରମ୍ପରା ଭାବେ ରହିଆସିଛି । କିନ୍ତୁ ଜ୍ୱାଇଁଙ୍କ ପାଇଁ କେବେ ଶତାଧିକ ବ୍ୟଞ୍ଜନ ପରଷାଯିବା ଶୁଣିଛନ୍ତି କି ? କଥାଟି ବିଶ୍ୱାସ ନ ହେଲେ ବି ସତ ।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ରହୁଥିବା ଏକ ପରିବାର ଜ୍ୱାଇଁ ଚାୱଲା ପ୍ରୀତିଗୁପ୍ତ ଏବଂ ଝିଅ ଶ୍ରୀ ହାରିକାଙ୍କୁ ଘରକୁ ନିମନ୍ତ୍ରଣ କରାଯାଇଥିଲା । ଜ୍ୱାଇଁ ଚର୍ଚ୍ଚା କରିବାକୁ ଯାଇ ଖୋଦ୍ ଶାଶୁ ୧୭୩ ପ୍ରକାର ବ୍ୟଞ୍ଚନ ତିଆରି କରିଛନ୍ତି । ଏତେ ପ୍ରକାର ବ୍ୟଞ୍ଜନ ତିଆରି କରିବାପାଇଁ ୪ ଦିନ ସମୟ ଲାଗିଥିଲା । ଯାହା ସେଠାରେ ଚର୍ଚ୍ଚାର ବିଷୟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com