ଜୀବନଶୈଳୀ

ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ

    ଭୁବନେଶ୍ୱର, ୧୭/୦୧/୨୦୨୩ –   ବିଶାଖାପାଟଣାରୁ କୋରାପୁଟ ଆସୁଥୁବା ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ ।ଶିବଲିଙ୍ଗପୁରମ ନିକଟରେ ଟ୍ରେନର ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚର ଗୋଟିଏ ଚକ ସେଟ୍ ୬ ନମ୍ବର ବଗି ଲାଇନଚ୍ୟୁତ ହୋଇଥିଲା ।

ଏହା ପରେ ସେହି କୋଚରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ କୋଚକୁ ସ୍ଥାନାନ୍ତର କରା ଯାଇଥିଲା । ପୁନରୁଦ୍ଧାର କାର୍ଯ୍ୟ ଉପରେ ନଜର ରଖିବା ପାଇଁ DRM ଅନୁପ ସତ୍ୟପାଠୀ ତାଙ୍କର ଅନ୍ୟ ଅଧିକାରୀଙ୍କ ସହ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳକୁ ଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com