Featuredଭାଇରାଲ୍ ଭିଡିଓ

ବ୍ୟକ୍ତିଙ୍କ ଜବରଦସ୍ତ ବେଲି ଡାନ୍ସ ଦେଖି ଲୋକେ କହିଲେ – ଫିକା ପଡିଯିବେ ନୋରା ଫତେହି

ଆମ ଦେଶରେ ପ୍ରତିଭାବାନ ବ୍ୟକ୍ତିଙ୍କର କୌଣସି ଅଭାବ ନାହିଁ ଏବଂ ଆମେ ପ୍ରାୟ ପ୍ରତିଦିନ ସୋସିଆଲ ମିଡିଆରେ ଏହାର ଉଦାହରଣ ଦେଖୁ । ଜଣେ ବ୍ୟକ୍ତିଙ୍କ ବେଲି ଡ଼ାନ୍ସ ପ୍ରଦର୍ଶନର ଏକ କ୍ଲିପ୍ ଅନଲାଇନରେ ଭାଇରାଲ ହୋଇଛି । ଏହା ଟ୍ୱିଟରରେ ସେୟାର କରାଯାଇଥିଲା ଏବଂ ଇଣ୍ଟରନେଟରେ ଭାଇରାଲ ହେଉଛି ।
ଏହି ଭାଇରାଲ୍ ଭିଡିଓ ଟ୍ୱିଟରରେ କାଭେରୀ ନାମକ ଜଣେ ଉପଭୋକ୍ତା ସେୟାର କରିଛନ୍ତି। ୪୮ ସେକେଣ୍ଡ୍ କ୍ଲିପ୍ ରେ ଜଣେ ବ୍ୟକ୍ତି ତାଙ୍କ ବେଲି ଡ଼ାନ୍ସ ପ୍ରଦର୍ଶନ ସହିତ ଯାଦୁ ଦେଖାଇଥିଲେ । ସେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ସେ ଜବରଦସ୍ତ ଡ଼ାନ୍ସ କରୁଥିବା ଦେଖିବାକୁ ମିଳେ ।
ଏହି ଭିଡିଓ ଅନଲାଇନରେ ସେୟାର ହେବା ପରଠାରୁ ଏକ ଲକ୍ଷ ଥର ଦେଖାଯାଇଛି । ଟ୍ୱିଟର ବ୍ୟବହାରକାରୀମାନେ ଉକ୍ତ ବ୍ୟକ୍ତିଙ୍କ ଷ୍ଟାର ପ୍ରଦର୍ଶନ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ମନ୍ତବ୍ୟ ବିଭାଗରେ ତାଙ୍କୁ ପ୍ରଶଂସା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com