ଅନ୍ୟାନ୍ୟ

ଟିଟିଲାଗଡ ବସଷ୍ଟାଣ୍ଡ ନିକଟରୁ ନକଲି ନୋଟ୍ ଜବତ

ଭୁବନେଶ୍ୱର, ୦୩/୦୨/୨୦୨୩ –    ଟିଟିଲାଗଡ ବସଷ୍ଟାଣ୍ଡ ନିକଟରୁ ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ STF । ଏହା ସହିତ ମାଷ୍ଟର ମାଇଣ୍ଡ ଲିଙ୍ଗରାଜ ବେହେରାଙ୍କୁ ମଧ୍ୟ ଗିରଫ କରିଛି । ଅଭିଯୁକ୍ତ ନିକଟରୁ  ୩୧ ଲକ୍ଷ ୨୭ ହଜାର ଟଙ୍କାର କେବଳ ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ ହୋଇଛି ।  ଜବତ ନକଲି ନୋଟକୁ ପଶ୍ଚିମବଙ୍ଗରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ଼କୁ ଯାଞ୍ଚ ପାଇଁ ପଠାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com