ଅନ୍ୟାନ୍ୟ

ଆଉ ପୋଲିସଙ୍କ ଉପରେ ଭରଷା ନାହିଁ : ଜୟ ନାରାୟଣ

 ଭୁବନେଶ୍ୱର, ୦୩/୦୨/୨୦୨୩ –   ମୋର ଆଉ ପୋଲିସ ଅଫିସରଙ୍କ ଉପରେ ଭରଷା ନାହିଁ । ଯାହା ପାଇଁ ମୁଁ ମୋର PSO ଫେରାଉଛି । ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରେ ହୋଇଥିବା ଗୁଳିମାଡ ଘଟଣା ପରେ ଏପରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଜୟ ନାରାୟଣ କହିଛନ୍ତି ଓଡିଶା ପୋଲିସରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅପରାଧ ମାମଲାରେ ଲିପ୍ତ ହେଉଛନ୍ତି । ତେବେ ତାଙ୍କ ଉପରେ କିପରି ଭରଷା କରିହେବ । ମୋର PSO ଆବଶ୍ୟକ ନାହିଁ । ତେବେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲଥିବା ବେଳେ କେବେ ଏହି ଘଟଣା ଉପରୁ ପରଦା ହଟୁଛି ତାହା ଦେଖିବା ବାକି ରହିଲା ବୋଲି  ଜୟ ନାରାୟଣ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com