Featuredଜାତୀୟ

ଗୁଜୁରାଟରେ ଭୂମିକମ୍ପ

ଗୁରୁବାର ସକାଳ ୯ଟା ୬ ମିନିଟରେ ଗୁଜରାଟର ଅମରେଲି ଜିଲ୍ଲାରେ ୩.୧ ତୀବ୍ରତାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଫେବ୍ରୁଆରି ୪ ତାରିଖରେ ଅମରେଲି ଜିଲ୍ଲାରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com