ଅନ୍ୟାନ୍ୟ

ମାଆକୁ କଟୁରୀରେ ହାଣିଲା ପୁଅ

ବିଞ୍ଝାରପୁର, ୦୫/ ୦୩/ ୨୦୨୩ –  ମାଆକୁ କଟୁରୀରେ ହାଣିଦେଲା ପୁଅ ।  ଫଳରେ ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି  ଯାଜପୁର ଜିଲ୍ଲା ବିଞ୍ଝାରପୁରର ବିନ୍ଧାଣି ଗ୍ରାମରେ । ପାରିବାରିକ କଳହ ହେତୁ ପୁଅ ମାଆକୁ କଟୁରୀରେ ହାଣିଥିଲା । ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ପୁଅକୁ ଥାନାକୁ ନେଇଛି । ଅନ୍ୟାନ୍ୟ ତଥ୍ୟ ପାଇବା ପାଇଁ ମୃତକଙ୍କ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com