ଅନ୍ୟାନ୍ୟ

ଭାରତ-ଅଷ୍ଟ୍ରଲିଆ ମ୍ୟାଚରେ ବ୍ୟାଘାତ ସୃଷ୍ଟି ଯୋଜନା କରିଥିବା ୨ ସନ୍ଦିଗ୍ଧ ଗିରଫ

ଅହମ୍ମଦାବାଦ, ୨୩/୦୩/୨୦୨୩ –    ଭାରତ- ଅଷ୍ଟ୍ରଲିଆ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ଯୋଜନା କରିଥିବା ୨ ସନ୍ଦିଗ୍ଧଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ୍‌ ସେଲ୍‌ । ଗିରଫ ୨ଜଣ ହେଉଛନ୍ତି ଖଲିସ୍ତାନୀ ସଙ୍ଗଠନ ସମର୍ଥିତ ବ୍ୟକ୍ତି । ମ୍ୟାଚ୍‌ ସମୟରେ ‘ସିମ୍‌ ବକ୍ସ୍‌ ଟେକ୍ନୋଲୋଜି’ ବ୍ୟବହାର କରି ଧମକ ଦେଇଥିଲେ ।

୨ ଅଭିଯୁକ୍ତଙ୍କୁ ସାତ୍‌ନା ଓ ରେୱା ଜିଲ୍ଲାରୁ ଗିରଫ କରାଯାଇଛି । ଗୁଜୁରାଟରେ ଚାଲିଥିବା କ୍ରିକେଟ ଖେଳ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବନିଜ୍‌ ଅହମ୍ମଦାବାଦରେ ଥିବାବେଳେ ଏଭଳି ଘଟଣା ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com