Featuredଜାତୀୟ

Disney କରିବ ୪ ହଜାର କର୍ମଚାରୀଙ୍କ ଛଟେଇ

ଡିସନି କର୍ମଚାରୀଙ୍କ ଉପରେ ନେଇଛି ଏକ ବଡ ପଦକ୍ଷପ । ଅଫିସରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ କମ୍ପାନୀର ଯୋଜନା ରହିଛି । ଏହି ଏପ୍ରିଲ ମାସ ସୁଦ୍ଧା କର୍ମଚାରୀମାନଙ୍କୁ ଚିହ୍ନଟ କରିବା ପାଇଁ କମ୍ପାନୀର ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଛି ଡିସନି ।

ରିପୋର୍ଟରୁ ଜଣାଯାଇଛି ଯେ, ଡିସନି କମ୍ପାନୀ ଏପ୍ରିଲ ମାସରେ ନିଜର ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରୁଛି । ତେବେ ଏମାନଙ୍କୁ ଏକା ସାଙ୍ଗରେ ଛଟେଇ କରାଯିବ କିମ୍ବା ଧିରେ ଧିରେ ଏମାନଙ୍କୁ ଛଟେଇ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ କମ୍ପାନୀ । ତେବେ ଏହି ଜବ୍ କଟ୍ ଏପ୍ରିଲ ୩ ତାରିଖରେ ଡିସନିର ବାର୍ଷିକ ବୈଠକରେ ଏ ନେଇ ଘୋଷଣା ହୋଇଥିଲା । ଏହାସହିତ ଆଡଲ୍ଟମାନଙ୍କ ପାଇଁ ଜେନେରାଲ ଏଣ୍ଟରଟେନମେଣ୍ଟରେ ମଧ୍ୟ ହ୍ରାସ ପାଇବା ନେଇ ଘୋଷଣା ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com