ଅନ୍ୟାନ୍ୟ

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ : ୩ ମେଣ୍ଢା ମୃତ

 ନିଆଳି, କଟକ, ୨୨/୦୩/୨୦୨୩ –   ପୁଣି ନିଆଳିରେ ଅଜଣା ଜନ୍ତୁ ଆତଙ୍କ । କଣ୍ଟାପଡ଼ାର ନାହାକପୁର ପଞ୍ଚାୟତର ଗୁଣାଦୋଳ ଗ୍ରାମର ଜଣେ ବ୍ୟକ୍ତିଙ୍କର ୩ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି । ଅଜଣା ଜନ୍ତୁ ଏହି କାଣ୍ଡ ଘଟାଇ କୁଆଡ଼େ ଚାଲିଯାଉଛି ତା’ର ଖୋଜ ଖବର କେହି ପାଇ ପାରୁନାହାନ୍ତି । ସପ୍ତାହେ ପୂର୍ବରୁ ଦୁଇ ଦିନରେ ସେହି ସାହିରୁ ମରିଥିଲେ ୨୬ଟି ମେଣ୍ଢା । ତେଣୁ ଅଜଣା ଜନ୍ତୁର ସନ୍ଧାନ ପାଇଁ ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ଓ ଯନ୍ତା ବସାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com