ବିଜ୍ଞାନ ଓ ପ୍ରଯୁକ୍ତି

ଓଡ଼ିଶାରେ ଖୋଲିବ ୪୫୦ଟି ନୂଆ ଡାକଘର

ଭୁବନେଶ୍ୱର, ୧୬/୦୫/୨୦୨୩ –     ଓଡ଼ିଶାରେ ଖୋଲିବ ୪୫୦ଟି ନୂଆ ଡାକଘର । ଏ ନେଇ ମୁଖ୍ୟ ମହା ଡାକପାଳ ଶୁଭେନ୍ଦୁ ସ୍ୱାଇଁ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡିଶାରେ ୮୩୨୦ରୁ ଅଧିକ ପୋଷ୍ଟ ଅଫିସ ରହିଛି । ଏବେ ଏହାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟରେ ୪୫୦ଟି ନୂଆ ଡାକଘର ଖୋଲିବା ଦ୍ୱାରା ଓଡିଶାବାସୀଙ୍କୁ ନୂଆ ନିଯୁକ୍ତିର ଏକ ବଡ ସୁଯୋଗ ମଧ୍ୟ ମିଳିପାରିବ । ବର୍ତ୍ତମାନ ଭାରତୀୟ ଡାକ ସେବା ତରଫରୁ ଦେଶରେ ମୋଟ ୧, ୫୫, ୩୩୩ଟି ଡାକଘର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com