ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ମୋବାଇଲ ନ୍ୟୁଜ ବ୍ୟୁରୋ –   ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଅବସରରେ  ବୁଧବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରୁକ୍କିଣୀ ହରଣ ନୀତି । ଫଳରେ ଅପରାହ୍ମ ୧ଟାରୁ ୫ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦର୍ଶନ ସର୍ବ ସାଧାରଣଙ୍କ ପାଇଁ ବନ୍ଦ ରହିବ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ରୁକ୍କିଣୀଙ୍କୁ ବିବାହ କରିବେ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ନିର୍ଦ୍ଧାରିତ ହୋଇଛି । ପ୍ରଭୁଙ୍କ ବିବାହୋତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ସକାଳୁ ଦ୍ୱାରଫିଟା ପରେ ତେଲିଙ୍ଗି ବାଜା ସହ ଶଙ୍ଖ ମହୁରୀରେ କମ୍ପୁଛି ଶ୍ରୀମନ୍ଦିର ।

Related Articles

Back to top button
WP Twitter Auto Publish Powered By : XYZScripts.com