ଭୁବନେଶ୍ୱର ,କ୍ଷମା ମାଗିଲେ ବ୍ରହ୍ମପୁର ଏସପି । ପୀତବାସ ହତ୍ୟା ମାମଲା ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍. ।
ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ।
ଅଦାଲତ ଅବମାନନା ମାମଲା ନ ଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।