ଓଡ଼ିଶା

୧୦୦ ବୋତଲ କଫ୍‌ ସିରଫ୍‌ ଜବତ: ଜଣେ ଗିରଫ

ଖଡ଼ିଆଳ/ନୂଆପଡ଼ା () ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକରୁ ଖଡ଼ିଆଳ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ୧୦୦ ବୋତଲ କଫ ସିରଫ ଜବତ କରିବା ସହ ବିକ୍ରି କରୁଥିବାର ରୁନା ପଣ୍ଡାକୁ ଗିରଫ କରିଛି । ଏହି କଫ ସିରଫ ନିଶା ଦ୍ରବ୍ୟ ହିସାବରେ ୧୪୯ଟଙ୍କା ରହିଥିବା ବେଳେ ୧୦୦ ବୋତଲର ଦାମ ୧୪ ହଜାର ୯୦୦ ଟଙ୍କାର ବୋଲି ଜଣାପଡିଛି । ଖଡ଼ିଆଳ ଅବକାରୀ ବିଭାଗ ରେ ଏକ ମାମଲା ୧୦୨/୨୧/୨୨ରୁଜୁ କରି ଅବକାରୀ ଆଇନ ୨୧(ଭି) ଏନ ଟିିଏଏସ ୧୯୮୫ ଅନୁସାରେ ମାମଲା ରୁଜୁ କରିଥିବା ସବ-ଇନସ୍ପେକ୍ଟର ଡମ୍ବରୁଧର ହରିଜନ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com