ଜାତୀୟ
-
ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା
ନୂଆଦିଲ୍ଲୀ: ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନ୍ୟାୟିକ ହେପାଜତରେ ଅଛନ୍ତି । ଏହି ସମୟରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ…
Read More » -
ଭିନେଶ ଫୋଗାଟଙ୍କୁ ଦେବେ ଟକ୍କର ଦେବେ କ୍ୟାପ୍ଟେନ୍ ଯୋଗେଶ ବୈରାଗୀ, କିଏ ଜାଣନ୍ତୁ
ନୂଆଦିଲ୍ଲୀ: ଘୋଷଣା ହୋଇସାରିଛି ହରିୟାଣା ବିଧାନସଭା ନିର୍ବାଚନ । ଅକ୍ଟୋବର ୫ରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି…
Read More » -
ଆଶ୍ଚର୍ଯ୍ୟ କଲା ରାହୁଲ ଗାନ୍ଧିଙ୍କ ବୟାନ । ଆମେରିକାରେ ପ୍ରଧାନମନ୍ତ୍ରୀଙ୍କୁ ନେଇ କହିଲେ…
ନୂଆଦିଲ୍ଲୀ: ଆମେରିକାରେ ଗସ୍ତରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଏହି ସମୟରେ ସେ ଭାରତୀୟ ଡାଏସପୋରା, ଲ କଲେଜର ଛାତ୍ରଛାତ୍ରୀ,…
Read More » -
କ୍ୟାନସର ରୋଗୀଙ୍କ ପାଇଁ ଆସିଲା ଖୁସି ଖବର: ଶସ୍ତା ହେଲା ଔଷଧ
ନୂଆଦିଲ୍ଲୀ: କମିଲା କ୍ୟାନସର ଔଷଧ ଉପରେ ଜିଏସଟି ପରିମାଣ । ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି କାଉନସିଲର ୫୪ତମ ବୈଠକରେ କିଛି ଏପରି ନିଷ୍ପତ୍ତି ହୋଇଛି । କ୍ୟାନସର…
Read More » -
ସୀତାରାମ ୟେଚୁରୀଙ୍କ ଶ୍ୱାସକ୍ରିୟାରେ ସମସ୍ୟା; ଦିଲ୍ଲୀ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ: ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ତାଙ୍କୁ କିଛି ଦିନ ପୂର୍ବରୁ ଦିଲ୍ଲୀର ଏମ୍ସରେ…
Read More » -
ହରିୟାଣା, ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ରାହୁଲଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆମେରିକା ଯାଇଛନ୍ତି l ଜାତୀୟ ଗଣମାଧ୍ୟମରେ ଦେଇଥିବା ବିବୃତ୍ତି ଯୋଗୁଁ ସେ ସର୍ବଦା ଚର୍ଚ୍ଚାରେ ରାହୁଲ । ଆମେରିକାରେ ସେ…
Read More » -
ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚିଠି ଲେଖି ଅପରାଧ ଓ ଦୁର୍ନୀତି ପ୍ରସଙ୍ଗରେ ବର୍ଷିଲେ: ଜବାହର ସରକାର
କୋଲକାତା: ଆର.ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ଜବାହର ସରକାର । ପଶ୍ଚିମବଙ୍ଗର…
Read More » -
ରହସ୍ୟମୟ ଯୁବତୀ କିଏ? ଏୟାରପୋର୍ଟରେ ନଜର ଆସିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଅଛନ୍ତି ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ସେଠାର ତାଙ୍କର ଅନେକ ଫଟୋ ଭାଇରାଲ ହୋଉଛି । କେତେକ ଫଟୋ…
Read More » -
ଲୋକୋ ପାଇଲଟଙ୍କ ପାଇଁ ଅଳ୍ପକେ ବର୍ତ୍ତିଲା ବଡ଼ ଟ୍ରେନ୍ ଦୁର୍ଘଟଣା, କେମିତି ଜାଣନ୍ତୁ
ଉତ୍ତରପ୍ରଦେଶ: କାନପୁରରେ ଅଳ୍ପକେ ବର୍ତ୍ତିଲା ବଡ଼ ଟ୍ରେନ୍ ଦୁର୍ଘଟଣା । ରବିବାର ରାତିରେ ପ୍ରୟାଗରାଜରୁ ହରିୟାଣାର ଭିଓ୍ବାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ବିସ୍ଫୋରଣରେ ଉଡ଼ାଇ ଦେବା…
Read More » -
ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ଅଶ୍ୱିନୀ ବୈଷ୍ଣବ, କେମିତି ଜାଣନ୍ତୁ
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାଇମ୍ ମାଗାଜିନ୍ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ଭାବେ ମନୋନୀତ କରିଛି।…
Read More »