ମନୋରଞ୍ଜନ

ବଲିଉଡ ଅଭିନେତା ହ୍ରିତିକ ରୋଶନ ଆହତ

ବଲିଉଡ ଅଭିନେତା ହ୍ରିତିକ ରୋଶନ ଆହତ। ନିଜର ସୋସିଆଲ ଆକାଉଣ୍ଟରେ ହାତରେ ଆଶାବାଡ଼ି ଧରି ଏକ ଫଟୋ ଶେୟାର କରିବା ପରେ ପ୍ରଶଂସକଙ୍କ ଚିନ୍ତା ବଢ଼ିଛି। ଫଟୋରେ ଅଭିନେତା ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ୁଛି।

ଏଣୁ ସାଥୀ କଳାକାରଙ୍କ ସହ ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ ହେବାର କାମନା କରିଛନ୍ତି। ନିଜର ଫଟୋ ଶେୟାର କରି ହ୍ରିତିକ ବଡ଼ କ୍ୟାପଶନ୍‌ ଲେଖିଛନ୍ତି। ଏଥିରେ ସେ ଦାଦା ଏବଂ ବାପାଙ୍କ ମାନସିକତାକୁ ମନେ ପକାଇଛନ୍ତି।

Related Articles

Back to top button