ଜାତୀୟ

ଅରୁଣାଚଳ ପ୍ରଦେଶ ପୋଲିସକୁ ବଡ ସଫଳତା

ଅରୁଣାଚଳ ପ୍ରଦେଶ ପୋଲିସକୁ ବଡ ସଫଳତା । ନାବାଳିକାଙ୍କୁ ନେଇ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ। ଇଟ୍ଟାନଗରରେ ଏକ ଆନ୍ତଃରାଜ୍ୟ ସେକ୍ସ ମାମଲାର ପର୍ଦ୍ଦାଫାସ କରିଛି ଅରୁଣାଚଳ ପ୍ରଦେଶ ପୋଲିସ ।

ସେକ୍ସ ରାକେଟରେ ଫସିରହିଥିବା ୧୦ରୁ ୧୫ ବର୍ଷ ବୟସର ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଦଲାଲ, ଗ୍ରାହକ, ପୋଲିସ ଅଧିକାରୀଙ୍କ ସମେତ ୨୧ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଗ୍ରାହକଙ୍କ ମଧ୍ୟରେ ୮ ଜଣ ସରକାରୀ କର୍ମଚାରୀ ମଧ୍ୟ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com