ଓଡ଼ିଶା

କଟକ ରେଳ ଷ୍ଟେସନ ୟାର୍ଡରେ ଅଘଟଣ: ଦୁଇଟି ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କଟକ() କଟକରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ। ଦୁଇଟି ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। କଟକ ରେଳ ଷ୍ଟେସନ ୟାର୍ଡରେ ଘଟିଛି ଅଘଟଣ। ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ ଦୁଇଟି ପରସ୍ପର ମଧ୍ୟରେ ଧକ୍କା ହୋିଥିଲେ। ଏହାପରେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।

ଲାଇନଚ୍ୟୁତ ବଗି ଗୁଡିକୁ ହଟାଯାଉଛି। ତେବେ ଦୁର୍ଘଟଣା ପରେ ରେଳ ଚଳାଚଳ ସ୍ୱାଭାବିକ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com