କ୍ରୀଡ଼ା

ହରଭଜନଙ୍କ ମନ୍ତବ୍ୟ ଭାଇରଲ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଫାଇନାଲ ମ୍ୟାଚରେ ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ହରଭଜନ ସିଂ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ ଭାରତୀୟ ଇନିଂସ ସମୟରେ ଅନୁଷ୍କା ଶର୍ମା ଏବଂ ଆଥିଆ ଶେଟ୍ଟୀଙ୍କ ବିଷୟରେ ଦେଇଥିବା ବୟାନ ଯୋଗୁ ସେ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି।

ହରଭଜନ ସିଂ ଦେଇଥିବା ଏହି ବୟାନକୁ ପ୍ରଶଂସକମାନେ ପସନ୍ଦ କରୁନଥିଲେ ଏବଂ ସେମାନେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ଟୁଇଟରରେ ଅନେକ ୟୁଜର ହରଭଜନଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କହୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com