ଓଡ଼ିଶା

ମାତିଲେ ମାଓବାଦୀ, ବିଜାପୁର ଜିଲ୍ଲାରେ ଠିକା କମ୍ପାନୀର ଜଣେ ଯନ୍ତ୍ରୀଙ୍କୁ ଅପହରଣ କରିନେଲେ

ମାଲକାନଗିରି() ଥମୁନି ମାଓ ବର୍ବରତା । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଠିକା କମ୍ପାନୀର ଜଣେ ଯନ୍ତ୍ରୀଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ ।

ଇନ୍ଦ୍ରାବତୀ ନଦି ଉପରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗୁପ୍ତା କନଷ୍ଟ୍ରସନ ନାମକ ଠିକା କମ୍ପାନୀର ଯନ୍ତ୍ରୀ ପାଣ୍ଡେବାରଙ୍କୁ ମାଓବାଦୀ ମାନେ ଅପହରଣ କରିଛନ୍ତି । ଘଟଣା ସ୍ଥଳରେ ଡିଆରଜି ବାହିନୀ ପହଞ୍ଚିବା ପରେ ନକ୍ସଲ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେପଟେ ମାଓବାଦୀଙ୍କୁ ଧରିବା ଲାଗି ବତ୍ତର୍ମାନ ସୁଦ୍ଧା ସେଠାରେ କୁମ୍ୱିଂ ଅପରେସନ ଜାରି ରହିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com