ଅନ୍ତର୍ଜାତୀୟ

ଭାରତ କାନାଡ଼ାର ବିଭିନ୍ନ ଗୁପ୍ତଚର କାର୍ଯ୍ୟକଳାପରେ ସାମିଲ ଥିବା ନେଇ କାନାଡ଼ାର ଗୋଇନ୍ଦା ଏଜେନ୍ସି ‘କାନାଡ଼ିଆନ ସୁରକ୍ଷା ଗୁପ୍ତଚର ସେବା’ ଦାବି କରିଛି

ଭାରତ କାନାଡ଼ାର ବିଭିନ୍ନ ଗୁପ୍ତଚର କାର୍ଯ୍ୟକଳାପରେ ସାମିଲ ଥିବା ନେଇ କାନାଡ଼ାର ଗୋଇନ୍ଦା ଏଜେନ୍ସି ‘କାନାଡ଼ିଆନ ସୁରକ୍ଷା ଗୁପ୍ତଚର ସେବା’ ଦାବି କରିଛି।

ଏନେଇ ସିଏସ୍‌ଆଇଏସ୍‌ ପକ୍ଷରୁ ଏକ ସାର୍ବଜନୀନ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ଭାରତ ସହ ଚାଇନା, ରୁଷିଆ ଓ ଇରାନର ନାମ ଉଲ୍ଲେଖ ରହିଛି। ଏହି ସବୁ ଦେଶ କାନାଡ଼ା ସମେତ ବିଭିନ୍ନ ପଶ୍ଚିମ ଦେଶରେ ହସ୍ତକ୍ଷପ କରିବା ସହ ଅନେକ ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ରିପୋର୍ଟରେ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com